ନନ୍ଦନକାନନରେ ପଶିଲା ବଣୁଆ ହାତୀ

ବାରଙ୍ଗ : ରାଜଧାନୀ ଉପକଣ୍ଠ ପଥରଗାଡ଼ିଆ ଗ୍ରାମରେ ତିନି ଦିନ ହେଲା ଉପଦ୍ରବ କରୁଥିବା ଦନ୍ତା ହାତୀ ଆଜି ରାତିରେ ନନ୍ଦନକାନନରେ ପଶିଛି। ନନ୍ଦନକାନନ ହାତୀ ସଫାରି ନିକଟରେ ଥିବା ଖଣ୍ଡୁଆଳ ମନ୍ଦିର ପାଖରେ ତାର ଜାଲି ବାଡ଼ ଭାଙ୍ଗି ବଜ୍ରକାପ୍ତା ଏନକ୍ଲୋଜର ଆଡ଼କୁ ପଶି ଆସିଛି। ଚିଡ଼ିଆଖାନା କର୍ମଚାରୀ ହାତୀକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ ଉଦ୍ୟମ ଚଳାଇଛନ୍ତି। ହେଲେ ହାତୀଟି ନନ୍ଦନକାନନ ଭିତରୁ ବାହାରିବା ନାଁ ଧରୁନାହିଁ। … Continue reading ନନ୍ଦନକାନନରେ ପଶିଲା ବଣୁଆ ହାତୀ